ପ୍ରାଣୀ ବିଜ୍ଞାନ ବିଭାଗରେ ଜାତୀୟ ବିଜ୍ଞାନ ଦିବସ

ପ୍ରାଣୀ ବିଜ୍ଞାନ ବିଭାଗରେ ଜାତୀୟ ବିଜ୍ଞାନ ଦିବସ

#ପ୍ରାଣୀ_ବିଜ୍ଞାନ_ବିଭାଗରେ_ଜାତୀୟ_ବିଜ୍ଞାନ_ଦିବସ     ବ୍ରହ୍ମପୁର : ସ୍ଥାନୀୟ ହରିଡ଼ାଖଣ୍ଡି ଛକ ସ୍ଥିତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ସଭା ବିଭାଗୀୟ କୋଠାରେ ୨୮ ଫେବ୍ରୁଆରୀ ୨୦୨୦ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ କଲେଜର ରୁଷା ସଂଯୋଜକ ତଥା ଆଡ଼ମିନସନ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା, ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟା ଡ଼.ମଧୁସ୍ମିତା ଦାସ, ଉଦ୍ଭିଦ ବିଜ୍ଞାନ […]

Continue Reading