କରୋନା ମୁକାବିଲା ପଦକ୍ଷେପ , ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କରୋନା ମୁକାବିଲା ପଦକ୍ଷେପ , ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

 #ପ୍ରସ୍ତୁତି_ସମୀକ୍ଷା_କଲେ_କେନ୍ଦ୍ର_ସ୍ୱାସ୍ଥ୍ୟମନ୍ତ୍ରୀ   ନୂଆଦିଲ୍ଲୀ :  କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବୁଧବାର ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ସଫଦରଜଙ୍ଗ ହସ୍ପିଟାଲ, ଡ. ଆରଏମଏଲ ହସ୍ପପିଟାଲ ତଥା ଏମ୍ସ ଭଳି କେନ୍ଦ୍ର ସରକାରଙ୍କ ହସ୍ପିଟାଲର ଚିକିତ୍ସା ଅଧିକ୍ଷକ ଓ ନିର୍ଦ୍ଦେଶକଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସର୍ବପ୍ରଥମେ କେନ୍ଦ୍ର ଏବଂ ରାଜ୍ୟସ୍ତରର ବିଭିନ୍ନ ମନ୍ତ୍ରଣାଳୟ ସହିତ […]

Continue Reading