ଲକ୍ ଡାଉନ୍ ବେଳେ ଜବତ ଗାଡି ଛାଡିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରବାସୀ ଶ୍ରମିକଙ୍କୁ ସୀମାରେ ଥଇଥାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

#ପ୍ରବାସୀ_ଶ୍ରମିକଙ୍କୁ_ସୀମାରେ_ଥଇଥାନ_କରିବାକୁ_ହାଇକୋର୍ଟଙ୍କ_ନିର୍ଦ୍ଦେଶ     ଭୁବନେଶ୍ୱର   : ଲକଡାଉନ୍ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ଉଚିତ ନୁହେଁ । ଏହା ଗୁରୁତର ସଂକଟ ସୃଷ୍ଟି କରିବ । ରାଜ୍ୟର ସୀମାନ୍ତରେ ସେମାନଙ୍କୁ ଅଟକାଇ ସେହିଠାରେ ହିଁ ରହିବା-ଖାଇବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ଓଡିଶା ହାଇକୋର୍ଟ । ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଓ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ରବିବାର ଏହି ଗୁରୁତ୍ୱପୂର୍ଣ୍ଣ […]

Continue Reading