ପ୍ରବାସୀ ଓଡ଼ିଆଙ୍କ କ୍ବାରେଣ୍ଟାଇନ କେନ୍ଦ୍ର ସମୀକ୍ଷା କଲେ ଉପଜିଲ୍ଲାପାଳ

ପ୍ରବାସୀ ଓଡ଼ିଆଙ୍କ କ୍ବାରେଣ୍ଟାଇନ କେନ୍ଦ୍ର ସମୀକ୍ଷା କଲେ ଉପଜିଲ୍ଲାପାଳ

#ପ୍ରବାସୀ_ଓଡ଼ିଆଙ୍କ_କ୍ବାରେଣ୍ଟାଇନ_କେନ୍ଦ୍ର _ସମୀକ୍ଷା_କଲେ_ଉପଜିଲ୍ଲାପାଳ            ବ୍ରହ୍ମପୁର  :    ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ କ୍ବାରେଣ୍ଟାଇନ କେନ୍ଦ୍ର ସମୀକ୍ଷା କରିଥିବା ଜଣାପଡିଛି ।  ମେ ୩ ତାରିଖ ପରଠାରୁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡିଆମାନଙ୍କୁ ରାଜ୍ୟ ସରକାର ସୁରଟରୁ ବସ୍ କିମ୍ବା ଟ୍ରେନ ଯୋଗେ ଓଡ଼ିଶା ଫେରାଇ ଆଣି ବିଭିନ୍ନ କ୍ବାରାଣ୍ଟାଇନ୍ କେନ୍ଦ୍ରରେ ରଖି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା […]

Continue Reading