ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ , ପାସ୍ ହାର ୯୧.୪୬%,ଭୁବନେଶ୍ୱର ରିଜିଅନରେ ୯୩.୨୦ % ଛାତ୍ରଛାତ୍ରୀ ପାସ୍

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ , ପାସ୍ ହାର ୯୧.୪୬%,ଭୁବନେଶ୍ୱର ରିଜିଅନରେ ୯୩.୨୦ % ଛାତ୍ରଛାତ୍ରୀ ପାସ୍

#ପ୍ରକାଶ_ପାଇଲା_ସିବିଏସଇ_ଦଶମ_ରେଜଲ୍ଟ       ଭୁବନେଶ୍ୱର    : ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷର ପାସହାର ୯୧.୪୬ ପ୍ରତିଶତ ରହିଛି । ମୋଟ୧୭ ଲକ୍ଷ ୧୩ ହଜାର ୧୨୧ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୂର୍ବବର୍ଷ ଅପେକ୍ଷା ପାସ ହାର ୦.୩୬ ପ୍ରତିଶତ ଅଧିକ […]

Continue Reading