ପୋଲିସକୁ ଆକ୍ରମଣ କରି ୩ ଗିରଫ

ପୋଲିସକୁ ଆକ୍ରମଣ କରି ୩ ଗିରଫ

#ପୋଲିସକୁ_ଆକ୍ରମଣ_କରି_୩_ଗିରଫ        ବ୍ରହ୍ମପୁର : ଗୋଟିଏ ପଟେ ସମଗ୍ର ବିଶ୍ୱ କରୋନା ଭଳି ମହାମାରୀ ସହ ଲଢୁ ଥିବା ବେଳେ ଦିନ କୁ ଦିନ ଏହା ଦ୍ୱାରା ଆକ୍ରାନ୍ତ ଓ ମୃତ ଙ୍କ ସଂଖ୍ୟା  ମଧ୍ୟ ବୃଦ୍ଧିପାଇଛି।ତେବେ ଏଭଳି ପରିସ୍ଥିତି ଏହାକୁ ନିୟନ୍ତ୍ରଣ କରିବାପାଇଁ ଭାରତ ଲକ ଡାଉନ ରେ ଥିବା ବେଳେ ଡାକ୍ତର ଓ ପୋଲିସ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଛି।ନିଜ ଜୀବନ କୁ ପାଣି ଛଡେଇ ଲୋକଙ୍କ ସେବା ରେ ଲାଗି ପଡି […]

Continue Reading