ପୈାରାଞ୍ଚଳରେ ଘରେ ଖାଦ୍ୟ ଯୋଗାଇବ ସ୍ୱୟଂ ସହାୟିକା ଗୋଷ୍ଠୀ

ପୈାରାଞ୍ଚଳରେ ଘରେ ଖାଦ୍ୟ ଯୋଗାଇବ ସ୍ୱୟଂ ସହାୟିକା ଗୋଷ୍ଠୀ

#ପୈାରାଞ୍ଚଳରେ_ଘରେ_ଖାଦ୍ୟ_ଯୋଗାଇବ-ସ୍ୱୟଂ_ସହାୟିକା_ଗୋଷ୍ଠୀ    କେନ୍ଦ୍ରାପଡା  : କରୋନା ପାଇଁ ସାରା ଦେଶ ଲକ ଡାଉନ ଥିବାରୁ କେନ୍ଦ୍ରାପଡାର ସମସ୍ତ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ ରହିଛି । ହୋଟେଲ ଖାଦ୍ୟ ଉପରେ ନିର୍ଭର କରି କେନ୍ଦ୍ରାପଡା ସହରରେ ରହୁଥିବା ସରକାରୀ ବେସରକାରୀ କର୍ମଚାରୀ ଓ ଅନ୍ୟବ୍ୟକ୍ତି ମାନଙ୍କୁ ସେମାନଙ୍କ ଘରେ ଖାଦ୍ୟ ଯୋଗାଇବା ପାଇଁ ପୈାରସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହୋଟେଲ ବଦଳରେ ସ୍ୱୟଂ ସହାୟିକା ଗୋଷ୍ଠୀ ସ୍ୱଳ୍ପ ମୁଲ୍ୟରେ ଖାଦ୍ୟ ଯୋଗାଇବେ ବୋଲି ପୈାର […]

Continue Reading