ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ପରଲୋକ

#ପୂର୍ବତନ_କେନ୍ଦ୍ରମନ୍ତ୍ରୀ_ଅର୍ଜ୍ଜୁନ_ସେଠୀଙ୍କ_ପରଲୋକ        ଭୁବନେଶ୍ୱର :  ଭଦ୍ରକର ବର୍ଷିୟାନ୍ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ୮ ଥର ସାଂସଦ ଥିବା ବରିଷ୍ଠ ବିଜେପି ନେତା ଅର୍ଜ୍ଜୁନ ଚରଣ ସେଠୀଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ସେ ଗୁରୁତର ଭାବେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱରରେ ତାଙ୍କ ସାନ ପୁଅଙ୍କ ପାଖରେ ରହୁଥିବାବେଳେ ହଠାତ୍ ତାଙ୍କ ମୁଣ୍ଡ ଘୁରାଇ ଯାଇଥିଲା […]

Continue Reading