ପିପିଲି ପରେ ରାଜଧାନୀରେ ମଣିଷ ରକ୍ତ ନେଉଛି ଗଜରାଜ

ପିପିଲି ପରେ ରାଜଧାନୀରେ ମଣିଷ ରକ୍ତ ନେଉଛି ଗଜରାଜ

#ପିପିଲି_ପରେ_ରାଜଧାନୀରେ_ଗଜରାଜ    ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଦୀର୍ଘ ୧୨ ଘଣ୍ଟାର ଆତଙ୍କରାଜ ପରେ ଶେଷରେ ଚନ୍ଦକା ଜଙ୍ଗଲକୁ ଫେରିଛି ନରହନ୍ତା ଦନ୍ତା । ଗତକାଲି ପିପିଲିରେ ଚାରି ଚାରି ଜଣଙ୍କୁ ଦଳି ମାରିବା ପରେ ଆଜି ଭୋରୁ ଘାଟିକିଆ ଫୁଲେଶ୍ୱରୀ ବସ୍ତିରେ ବି ଜଣଙ୍କୁ କରିଥିଲା ଘାଇଲା । ତା’ପରେ ଆୟୁର୍ବେଦ୍ ଉଦ୍ୟାନ ଅଞ୍ଚଳରେ ଚଳାଇଥିଲା ଉତ୍ପାତ । ଲୋକେ ହାତୀର ରାସ୍ତା ରୋକୁ ଥିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ପିସିସିଏଫ୍। ଘାଟିକିଆ ଆୟୁର୍ବେଦିକ […]

Continue Reading