ପାଳ ନିଆଁରେ ଜଳିଗଲେ ୪ ଶିଶୁ

ପାଳ ନିଆଁରେ ଜଳିଗଲେ ୪ ଶିଶୁ

#ପାଳ_ନିଆଁରେ_ଜଳିଗଲେ_୪_ଶିଶୁ  ବ୍ରହ୍ମପୁର/ପୋଲସରା : ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା । ପାଳ ନିଆଁରେ ଜଳିଗଲେ ୪ ଶିଶୁ । ତିନି ଜଣ  ଏମାକେସିଜି ହସପିଟାଲରେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପ୍ରାଣ ହରେଇଥିବା ଜଣାପଡିଛି । ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଇରଛଟା ଗାଁରେ । ରବିବାର ସକାଳେ ପିଲାମାନେ  ଖେଳୁଥିବା ବେଳେ  ପାଳ ଗଦାରେ ନିଆଁ ଲାଗିଯାଇଥିଲା, ଫଳରେ ୪ […]

Continue Reading