ପାରାଦୀପ ଠାରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ ୧୯ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ଆଜି

#ପାରାଦୀପ_ଠାରେ_୧୦୦_ଶଯ୍ୟା_ବିଶିଷ୍ଟ_କୋଭିଡ_୧୯_ସ୍ୱାସ୍ଥ୍ୟ_କେନ୍ଦ୍ର_କାର୍ଯ୍ୟକ୍ଷମ_ହେବ_ଆଜି            ଜଗତସିଂହପୁର  : ( ମହେଶ୍ବର ତ୍ରିପାଠୀ )        ଜଗତସିଂହପୁର ଜିଲ୍ଲା ପାରାଦୀପ ଠାରେ ଥିବା ବିଜୁ ଯାତ୍ରୀନିବାସ ରେ ସୋମବାର ଠାରୁ ୧୦୦  ଶଯ୍ୟା ବିଶିଷ୍ଟ କୋଭିଡ ୧୯ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।ଏ ନିମନ୍ତେ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି ।ଏହି ତ୍ରିପାକ୍ଷିକ ଚୁକ୍ତିନାମା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ,ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ପୋର୍ଟ […]

Continue Reading