ପାନୀୟ ଜଳ ଉପରେ କୋରନା ମାଡ; ଅସ୍ତବ୍ୟସ୍ଥ ଗ୍ରାମବାସୀ

ପାନୀୟ ଜଳ ଉପରେ କୋରନା ମାଡ; ଅସ୍ତବ୍ୟସ୍ଥ ଗ୍ରାମବାସୀ

#ପାନୀୟ_ଜଳ_ଉପରେ_କରୋନା_ମାଡ_ଅସ୍ତବ୍ୟସ୍ଥ_ଗ୍ରାମବାସୀ          ବ୍ରହ୍ମପୁର  : ଦେଶ  କରୋନା ଭୂତାଣୁ ସହ ଲଡେଇ କରୁଥିବା ବେଳେ ଅନ୍ୟପଟେ ଗ୍ରାମବାସୀ ମାନେ ବୁନ୍ଦାଏ ପିଇବା ପାଣି  ପାଇଁ ଲଡୁଛନ୍ତି। କରୋନା ମହାମାରୀ ଠାରୁ ଜଳ କଷ୍ଟ  ବଢିଯାଇଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅଧିନ ମଥୁରା ଖଦାଳ ସାହିରେ।  ଖରାର ତାତି ସାଙ୍ଗକୁ ବଢିବାରେ ଲାଗିଛି ଜଳ କଷ୍ଟ। ଦୀର୍ଘ ୫ବର୍ଷ ତଳେ  ଗ୍ରାମବାସୀ ମାନଙ୍କ ଜଳ କଷ୍ଟ […]

Continue Reading