ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କେରଳର ପାଦ୍ରୀଙ୍କୁ ବହିଷ୍କାର କଲେ ପୋପ୍‌

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କେରଳର ପାଦ୍ରୀଙ୍କୁ ବହିଷ୍କାର କଲେ ପୋପ୍‌

#ପାଦ୍ରୀଙ୍କୁ_ବହିଷ୍କାର_କଲେ_ପୋପ୍‌   କୋଚି : ଦୁଷ୍କର୍ମ ଅଭିଯୁକ୍ତ କେରଳର ସାଇରୋ ମାଲାବାର ଚର୍ଚ୍ଚର ପାଦ୍ରୀ ରବିନ ଓ୍ଵାଡ଼ାକୁମଚେରୀଙ୍କୁ ପୋପ୍‌ ଫ୍ରାନସିସ୍‌ ପାଦ୍ରୀ ପଦରୁ ବହିଷ୍କାର (ଡିଫ୍ରକଡ୍‌) କରିଛନ୍ତି । ଏହାସହିତ ତାଙ୍କର ସବୁପ୍ରକାରର ଅଧିକାର କାଢିନିଆଯାଇଛି । କେରଳର ମାନାନଥାଓ୍ଵାଡ଼ି ଡାଇଓସେସ (ଖ୍ରୀଷ୍ଟିଆନ ଜିଲ୍ଲା)ର ଜଣେ ୧୬ ବର୍ଷୀୟ ନାବାଳିକାକୁ ଗର୍ଭବତୀ କରିବା ଅଭିଯୋଗରେ ସେ ଏବେ ଜେଲଦଣ୍ଡ ଭୋଗୁଛନ୍ତି । ଏକ ମିଶନାରୀ ସ୍କୁଲରେ ପଢାଉଥିବା ରବିନ ୨୦୧୬ରେ ନିଜର ଜଣେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା […]

Continue Reading