ପତିତପାବନ ବାନାରେ ଲାଗିଲା ନିଆଁ

ପତିତପାବନ ବାନାରେ ଲାଗିଲା ନିଆଁ

#ପତିତପାବନ_ବାନାରେ_ଲାଗିଲା_ନିଆଁ    ପୁରୀ:  ଶ୍ରୀମନ୍ଦିରରେ ଅଘଟଣ। ମହା ଦୀପରୁ ପତିତପାବନ ବାନାରେ ଲାଗିଗଲା ନିଆଁ ।  ଗୁରୁବାର ରାତି ପ୍ରାୟ ୮ଟା ବେଳେ ପାପମୋଚନ ଏକାଦଶୀ ଅବସରରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଜଳିବା ପରେ ସେଥିରୁ ପତିତପାବନ ବାନାକୁ ନିଆଁ ଧରିଯାଇଥିଲା। ଏହା ଫଳରେ ପତିତପାବନ ବାନାର କିଛି ଅଂଶ ଜଳି ଯାଇଥିଲା । ମହାଦୀପ ଲାଗିବା ପରେ ହଠାତ୍ ପବନ ଆସିବା ସହ ମହାଦୀପ ଉପରେ ପତିତପାବନ ବାନା ପଡ଼ିଥିଲା। ସଙ୍ଗେ ସଙ୍ଗେ ଏଥିରେ ନିଆଁ ଲାଗି […]

Continue Reading