#ପଙ୍ଗପାଳ_ମୁକାବିଲା_ପାଇଁ_ସବୁ_ଜିଲ୍ଲାରେ_କଣ୍ଟ୍ରୋଲ_ରୁମ_ଖୋଲାଯିବ

ପଙ୍ଗପାଳ ମୁକାବିଲା ପାଇଁ ସବୁ ଜିଲ୍ଲାରେ କଂଟ୍ରୋଲ ରୁମ ଖୋଲାଯିବ

#ପଙ୍ଗପାଳ_ମୁକାବିଲା_ପାଇଁ_ସବୁ_ଜିଲ୍ଲାରେ_କଣ୍ଟ୍ରୋଲ_ରୁମ_ଖୋଲାଯିବ         ଭୁବନେଶ୍ୱର  :  ପଙ୍ଗପାଳ ମୁକାବିଲା ପାଇଁ ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲାଯିବ ବୋଲି ପଙ୍ଗପାଳ ମୁକାବିଲାକୁ ନେଇ କୃଷି ଭବନରେ ସମୀକ୍ଷା ବୈଠକ ପରେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହାକୁ ନେଇ ପ୍ରତି ଜିଲ୍ଲାରେ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆ ଯାଇଛି । ଜିଲ୍ଲାସ୍ତରରେ ଅଧିକାରୀ ସଚେତନ କରାଇବେ । ସେ କହିଛନ୍ତି ଯେ ଜିଲ୍ଲା ଓ ବ୍ଲକ ସ୍ତରର ଅଧୀକାରୀମାନେ ସର୍ଭେ କଲେଣି […]

Continue Reading