୬୯୨୩ କୋଟି ଟଙ୍କାର ୩ଟିି ନୂତନ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ

୬୯୨୩ କୋଟି ଟଙ୍କାର ୩ଟିି ନୂତନ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ : ନୟାଗଡ଼ରେ ହେବ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ

#ନୟାଗଡ଼ରେ_ହେବ_ଇଣ୍ଟିଗ୍ରେଟେଡ୍_ଷ୍ଟିଲ_ପ୍ଲାଣ୍ଟ  ଭୁବନେଶ୍ୱର : ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଆଜି ରାଜ୍ୟ ସରକାର ୬୯୨୩.୨୬ କୋଟି ଟଙ୍କାର ୩ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ୨୨ତମ ହାଇଲେଭଲ୍ କ୍ଲିୟରାନ୍ସ ଅଥରିଟି(ଏଚ୍ଏଲସିଏ) ବୈଠକରେ ନିତୀଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ଅନୁଷ୍ଠିତ ଏକ ବୈଠକରେ, ଇସ୍ପାତ, ଆଲୁମିନିୟମ ଏବଂ ଥର୍ମାଲ୍ ପାୱାର ଇତ୍ୟାଦି ୩ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି […]

Continue Reading