କରୋନା କୁ ନେଇରାୟଗଡା ଜିଲ୍ଲା ବାସୀ ଓ କମ୍ପାନୀ ମାନଙ୍କୁ ନିୟମା ବଳୀ ଲାଗୁ କଲେ ଜିଲ୍ଲାପାଳ

କରୋନା କୁ ନେଇରାୟଗଡା ଜିଲ୍ଲା ବାସୀ ଓ କମ୍ପାନୀ ମାନଙ୍କୁ ନିୟମା ବଳୀ ଲାଗୁ କଲେ ଜିଲ୍ଲାପାଳ

#ନିୟମା_ବଳୀ_ଲାଗୁ_କଲେ_ଜିଲ୍ଲାପାଳ    ରାୟଗଡା : (ଗୁରୁ ପ୍ରସାଦ ସାହୁ) ରାୟଗଡା ଜିଲ୍ଲାବାସୀଙ୍କୁ  କରୋନା  ଠାରୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଅନେକ ଗୁଡିଏ  ପଦକ୍ଷେପ ହାତକୁ ନେଇ ଥିବା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲାରେ ।  ମାର୍ଚ୍ଚ ୨୪  ତାରିଖ ସକାଳ ୬ ଟାରୁ ଆସନ୍ତା ୩୧ମାର୍ଚ୍ଚ  ପର୍ଯ୍ୟନ୍ତ ତାଲା ବନ୍ଦର ଘୋଷଣା କରିଛନ୍ତି ।ଜିଲ୍ଲାରେ କେବଳ ଗ୍ରୋସରି ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ ସକାଳ ୭ ରୁ ସାନ୍ଧ୍ୟ ୭ ପର୍ଯ୍ୟନ୍ତ ଖୋଲା […]

Continue Reading