ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲେ ଦିନ୍‌-ଇ-ଇଲ୍ଲାହି ସ୍ୱେଚ୍ଛାସେବୀ ସଂଗଠନ

ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲେ ଦିନ୍‌-ଇ-ଇଲ୍ଲାହି ସ୍ୱେଚ୍ଛାସେବୀ ସଂଗଠନ

#ନିରାଶ୍ରୟଙ୍କୁ_ରନ୍ଧା_ଖାଦ୍ୟ_ବାଣ୍ଟିଲେ_ଦିନ୍‌_ଇ_ଇଲ୍ଲାହି_ସଂଗଠନ    ପିପିଲି- ( ବିଜୟ କୁମାସାର ମହାପାତ୍ର ) ଦେଶରେ ମହାମାରୀ କରୋନା ପାଇଁ ଲକ ଡାଉନ୍ ଥିବା ବେଳେ ମାନବିକତା ଦେଖାଇଛନ୍ତି ଦିନ୍‌-ଇ-ଇଲ୍ଲାହି (ଏଜୁକେସନଲା ୱେଲଫେୟାର ଟ୍ରଷ୍ଟ)ସ୍ୱଚ୍ଛାସେବୀ ସଂଗଠନ । ଉକ୍ତ ସଂଗଠନ ତରଫରୁ ଆଜି ପିପିଲି ପୈାରାଚଂଳରେ ବିଭିନ୍ନ ୱାଡ ବୁଲି ବାସହରା ନିରାଶ୍ରୟ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛନ୍ତି । ଦିନ୍‌-ଇ-ଇଲ୍ଲାହି (ଏଜୁକେସନଲା ୱେଲଫେୟାର ଟ୍ରଷ୍ଟ)ସ୍ୱଚ୍ଛାସେବୀ ସଂଗଠନର ଅଧ୍ୟକ୍ଷ ସଖାୱତ୍ ଖାଁ ନେତୃତ୍ୱରେ ପିପିଲି ପୈାରାଚଂଳ ୧୨,୧୪ ,୧୬ ଓ […]

Continue Reading