ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ନିଜେ ରକ୍ତ ଦେଲେ ଜିଲ୍ଲାପାଳ

ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ନିଜେ ରକ୍ତ ଦେଲେ ଜିଲ୍ଲାପାଳ

#ନିଜେ_ରକ୍ତ_ଦେଲେ_ଜିଲ୍ଲାପାଳ           ଛତ୍ରପୁର : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ  ଆଜି ଶେରଗଡ ବ୍ଲକ ଅଲାରିଗଡ ରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍ ରେ ରକ୍ତ ଦାନ କରିଛନ୍ତି । ଲକ୍ ଡାଉନ୍ ସମୟରେ ରକ୍ତ ର ଅଭାବ ଲାଗି ରହିଥିବା ବେଳେ ଗଂଜାମ ଜିଲ୍ଲା ରେ ଅଲାରିଗଡ ରୁ ଆରମ୍ଭ ହୋଇଛି ମୋବାଇଲ୍ ରକ୍ତ ସଂଗ୍ରହ ଭ୍ୟାନ୍ । ଗଂଜାମ ଜିଲ୍ଲା ପାଳ ଅଲାରିଗଡ ରେ ପହଞ୍ଚିବା ପରେ […]

Continue Reading