ସାଉଥକୋର ଭିତିରିକଥା, ନାଲି ଫିତା ତଳେ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ଅଭିଯୁକ୍ତ ଅଧିକାରୀ ଏବେ ମୋ ସରକାର ଦାୟିତ୍ୱରେ

ସାଉଥକୋର ଭିତିରିକଥା, ନାଲି ଫିତା ତଳେ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ଅଭିଯୁକ୍ତ ଅଧିକାରୀ ଏବେ ମୋ ସରକାର ଦାୟିତ୍ୱରେ

#ନାଲି_ଫିତା_ତଳେ_ମନ୍ତ୍ରୀଙ୍କ_ତଦନ୍ତ_ନିର୍ଦ୍ଦେଶ   ବ୍ରହ୍ମପୁର: ସାଉଥକୋର ଦୁର୍ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଯିଏ ଦୁର୍ନୀତିରେ ଉବୁଟୁବୁ ତାକୁ ବର୍ତ୍ତମାନ ବିଭାଗ ଦେଇଛି ମୋ ସରକାରର ନୋଡ଼ାଲ୍ ଅଫିସର ଦାୟିତ୍ୱ । ତତ୍କାଳୀନ ସେବା ଯୋଗାଉଥିବା ସାଉଥକୋ ଏବେ କିଛି ଅଫିସରଙ୍କ ପାଇଁ ଦୁର୍ନୀତିରେ ଉବୁଟୁବୁ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ସାଧାରଣ ଉପଭୋକ୍ତା ହନ୍ତସନ୍ତ ଓ ନୟାନ୍ତ ହେଉଛନ୍ତି । ସାଉଥକୋ ବିରୁଦ୍ଧରେ ଏପରି ଅଭିଯୋଗ ଆଣିଛି ଅଲ୍ ଇଣ୍ଡିଆ ଫରାୱାର୍ଡ ବ୍ଲକ୍ ଓଡ଼ିଶା […]

Continue Reading