ଧାନ ସମେତ ୧୪ଟି ଖରିଫ ଫସଲ ସହାୟକ ମୂଲ୍ୟ ବୃଦ୍ଧି

ଧାନ ସମେତ ୧୪ଟି ଖରିଫ ଫସଲ ସହାୟକ ମୂଲ୍ୟ ବୃଦ୍ଧି

#ଧାନ_ସମେତ_୧୪ଟି_ଖରିଫ_ଫସଲ_ସହାୟକ-ମୂଲ୍ୟ_ବୃଦ୍ଧି      ନୂଆଦିଲ୍ଲୀ : ଧାନ ସମେତ ୧୪ଟି ଖରିଫ ଫସଲ ସହାୟକ ମୂଲ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି  । ଏହି ଫସଲଗୁଡ଼ିକର ସହାୟକ ମୂଲ୍ୟ ୫୦%ରୁ ୮୩% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି ।ଶ୍ରୀ ତୋମାର କହିଛନ୍ତି ଯେ ଧାନର ସହାୟକ ମୂଲ୍ୟ  କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଗହମ, ବାଜରା ପରି ଅନ୍ୟ ଫସଲର ସହାୟକ ମୂଲ୍ୟ […]

Continue Reading