ଦ୍ରୁତଗାମୀ ଟ୍ରକ ଚଢ଼ିଗଲା ଆଇନଜୀବୀ ମୃତ

ଦ୍ରୁତଗାମୀ ଟ୍ରକ ଚଢ଼ିଗଲା ଆଇନଜୀବୀ ମୃତ

#ଦ୍ରୁତଗାମୀ_ଟ୍ରକ_ଚଢ଼ିଗଲା_ଆଇନଜୀବୀ_ମୃତ     ପୁରୀ: କୋର୍ଟ କାମ ସାରି ଆଜି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଜଣେ ଆଇନଜୀବୀଙ୍କ ଉପରେ ଦ୍ରୁତଗାମୀ ଟ୍ରକ ଚଢ଼ିଯାଇଛି। ପୁରୀ ସହରରେ ଥିବା ଅଠରନଳା ନିକଟରେ ଏହି ଘଟଣା ଘଟିଛି। ମୃତକ ହେଲେ ଟାଉନ ଥାନା ଅନ୍ତର୍ଗତ ବିଶ୍ୱନାଥ ବିହାର ନିବାସୀ ପ୍ରଫୁଲ୍ଲ ଚନ୍ଦ୍ର କର (୫୫)। ସୂଚନା ଅନୁସାରେ ପ୍ରଫୁଲ୍ଲ ଚନ୍ଦ୍ର କର ଆଜି ସନ୍ଧ୍ୟା ୬ଟାରେ କୋର୍ଟ କାମ ସାରି ବିଶ୍ୱନାଥପୁରସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ପଛପଟରୁ ଦ୍ରୁତ […]

Continue Reading