ଦୋଷୀଙ୍କୁ ନର୍କରୁ ବି ଠାବ କରିବୁ

ଦୋଷୀଙ୍କୁ ନର୍କରୁ ବି ଠାବ କରିବୁ

#ଦୋଷୀଙ୍କୁ_ନର୍କରୁ_ବି_ଠାବ-କରିବୁ     ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଉପରେ ଗତକାଲି ଲୋକସଭାରେ ବିତର୍କ ହୋଇଥିବା ବେଳେ ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜବାବ ରଖିଛନ୍ତି। ଦିଲ୍ଲୀ ହିଂସାକୁ ପୂର୍ବଭଳି ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିବା ସହ ଦୋଷୀଙ୍କୁ କେବେ ହେଲେ ଛଡ଼ା ଯିବନାହିଁ ବୋଲି ସେ ଗୃହରେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, “ହିଂସାକୁ ଉସକାଇ ଥିବା ଲୋକମାନେ ଯେତେ ଲୁଚିଲେ ବି ଆମେ ତାଙ୍କୁ ଖୋଜି ବାହାର କରିବୁ। ଯଦି କେହି ନର୍କର […]

Continue Reading