ଦେଶରେ ୨୯୦୨ କରୋନା ସଂକ୍ରମିତ, ୩୦% ନିଜାମୁଦ୍ଦିନ ତବଲିଗ ସହ ସଂପର୍କିତ

ଦେଶରେ ୨୯୦୨ କରୋନା ସଂକ୍ରମିତ, ୩୦% ନିଜାମୁଦ୍ଦିନ ତବଲିଗ ସହ ସଂପର୍କିତ

#ଦେଶରେ_୨୯୦୨_କରୋନା_ସଂକ୍ରମିତ           ନୂଆଦିଲ୍ଲୀ :  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୧ଟି ନୂଆ କରୋନା ସଂକ୍ରମଣ ମାମଲା ଜଣାପଡ଼ିଛି । ଏହାକୁ ମିଶାଇ ଦେଶର ମୋଟ କରୋନା ମାମଲା ୨୯୦୨କୁ ବୃଦ୍ଧି ପାଇଛି । ଏହି ସମୟରେ ଦେଶରେ ୧୨ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି, ଏହାକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୬୮ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି । ସେ କହିଛନ୍ତି ଯେ ଦେଶରେ ଦେଖାଯାଇଥିବା ମୋଟ […]

Continue Reading