ଦେଶରେ କରୋନା ସଂକ୍ରମଣ ପ୍ରଭାବିତ ୧୭୦ଟି ହଟ ସ୍ପଟ ଜିଲ୍ଲା

ଦେଶରେ କରୋନା ସଂକ୍ରମଣ ପ୍ରଭାବିତ ୧୭୦ଟି ହଟ ସ୍ପଟ ଜିଲ୍ଲା

#ଦେଶରେ_୧୭୦ଟି_ହଟ_ସ୍ପଟ_ଜିଲ୍ଲା                     ନୂଆଦିଲ୍ଲୀ  :  ଦେଶରେ ୧୭୦ଟି ଜିଲ୍ଲା ଏପରି ରହିଛି ଯେଉଁ ଜିଲ୍ଲା ରହିଛି ଯେଉଁ ଠାରେ କରୋନା ସଂକ୍ରମଣର ସବୁଠାରୁ ଅଧିକ ମାମଲା ରହିଛି । ଦେଶରେ ୨୦୭ଟି ଜିଲ୍ଲାରେ କରୋନା ମାମଲା ସାମନାକୁ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରବାଲ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ସଂକ୍ରମଣ ମାମଲା ଦୃଷ୍ଟିରେ ରଖି ଦେଶର ସମସ୍ତ ଜିଲ୍ଲା ଗୁଡିକୁ ତିନି ଭାଗରେ […]

Continue Reading