୫ ତାରିଖ ରାତି ୯ଟାରେ ଘରର ଆଲୁଅ ଲିଭାଇ ବାହାରେ ୯ ମିନିଟ୍ ପାଇଁ ଦୀପ ଜଳାନ୍ତୁ

୫ ତାରିଖ ରାତି ୯ଟାରେ ଘରର ଆଲୁଅ ଲିଭାଇ ବାହାରେ ୯ ମିନିଟ୍ ପାଇଁ ଦୀପ ଜଳାନ୍ତୁ

#ଦେଶବାସୀଙ୍କୁ_ଆହ୍ବାନ_ଦେଲେ_ପ୍ରଧାନମନ୍ତ୍ରୀ           ନୂଆଦିଲ୍ଲୀ: ଏପ୍ରିଲ୍ ୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ । ଏହା ପରେ ଦୁଆର କିମ୍ବା ବାଲକୋନିକୁ ଯାଇ ୯ ମିନିଟ୍ ପାଇଁ ମହମବତି, ଦୀପ, ଟର୍ଚ, ମୋବାଇଲ୍ ଲାଇଟ୍ ଆଦି ଜଳାଇବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି । ଏହା କରୋନାଭାଇରସ୍ ବିରୋଧରେ ଲଢ଼ିବାକୁ ଆମର ସାମୂହିକ ଶକ୍ତିର ପରିପ୍ରକାଶ ବୋଲି ପ୍ରଧାମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି । ଦେଶବାସୀଙ୍କୁ ବାର୍ତ୍ତା ଦେବା ଅବସରରେ ପ୍ରଧାନମନ୍ତ୍ରୀ  କହିଲେ […]

Continue Reading