ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଜନ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଜନ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

#ଦୁଇ_ଦିନିଆ_ଜିଲ୍ଲା_ସ୍ତରୀୟ_ଜନ_ଗଣନା_ପ୍ରଶିକ୍ଷଣ   ଯାଜପୁର :  (ବିଶ୍ବଜିତ ରଣା) ଜନସାଧାରଣଙ୍କ ସ୍ଥିତି, ଆର୍ଥିକ ବ୍ୟବସ୍ଥାର ଅନୁଧ୍ୟାନ ଓ ବିଭିନ୍ନ ଯୋଜନାପ୍ରଣୟନ ପାଇଁ ଜନଗଣନା ଏକ ଅପରିହାର୍ଯ୍ୟ ଆବଶ୍ୟକତା । ପ୍ରତି ୧୦ ବର୍ଷରେ ଜନ ଗଣନା ଆମ ଦେଶରେ କରାଯାଇ ତାହାରି ଆଧାରରେ ଲୋକ କଲ୍ୟାଣ ଯୋଜନାକୁ ପ୍ରସ୍ତୁତ କରାଯାଉଚ୍ଥି ବୋଲି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମଳନୀ ଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ […]

Continue Reading