ଦିଲ୍ଲୀ ତବଲିଗ ଜମାତରେ ଯୋଗଦେଇଥିବା ଯାଜପୁରର ୩ ଚିହ୍ନଟ

ଦିଲ୍ଲୀ ତବଲିଗ ଜମାତରେ ଯୋଗଦେଇଥିବା ଯାଜପୁରର ୩ ଚିହ୍ନଟ

#ଦିଲ୍ଲୀ_ତଗଲିବ_ଜମାତରେ_ଯୋଗଦେଇଥିବା_ଯାଜପୁରର_୩_ଚିହ୍ନଟ             ଯାଜପୁର   :   ( ବିଶ୍ବଜିତ ରଣା ) ଦିଲ୍ଲୀ ତବଲିଗ ଜମାତ୍ ରେ ଯୋଗ ଦେଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ୩ଜଣଙ୍କୁ ପ୍ରଶାସନ ଚିହ୍ନଟ କରିଛି। ଚିହ୍ନଟ ହେଇଥିବା ସମସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଛି।ଏମାନଙ୍କ ମଧ୍ୟରୁ ଧର୍ମଶାଳା ବ୍ଲକ୍ ନଳୀପୁର ଅଞ୍ଚଳର ଜଣେ ରହିଥିବାବେଳେ ବିଞ୍ଝାରପୁର ବ୍ଲକ୍ ଶାସନ୍ଦା ଗ୍ରାମର ଜଣେ ଏବଂ ଅନ୍ୟ ଜଣେ ରସୁଲପୁର ବ୍ଲକ୍ ବ୍ରହ୍ମବରଦାର ଥିବା ଚିହ୍ନଟ କରଯାଇଛି। ଏହି ୩ଜଣଙ୍କୁ ସଂଗରୋଧ ଗୃହରେ […]

Continue Reading