ଆଉ ଜଣଙ୍କୁ ଦଳି ଦେଲା ଦନ୍ତା- ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଆଉ ଜଣଙ୍କୁ ଦଳି ଦେଲା ଦନ୍ତା- ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

#ଦନ୍ତା_ମୃତ୍ୟୁ_ସଂଖ୍ୟା_୫କୁ_ବୃଦ୍ଧି  ପିପିଲି : (ବିଜୟ କୁମାର ମହାପାତ୍ର) ପିପିଲିରେ ଦନ୍ତା ହାତୀ ଆତଙ୍କ । ପୁଣି ଜଣେ ଯୁବକଙ୍କୁ ଦଲି ଦେଲା ଦନ୍ତା । ଚନ୍ଦ୍ରାଦେଇ ପୁରର ମକରା ପଲେଇ ନାମକ ଯୁବକ ମୃତ । ପୁଣି ସହରମୁହାଁ ହାତୀ । ଯାଜପୁର ଦାନଗଦିରେ ନରହନ୍ତା ଦନ୍ତା ଆତଙ୍କ ଘଟଣା ମନରୁ ଲିଭି ନ ଥିବା ବେଳେ ପୁରୀ ଜିଲ୍ଲା ପିପିଲି ଓ ବଳଙ୍ଗା ଅଞ୍ଚଳରେ ଏହାର ପୁନରାବୃତ୍ତି ଘଟିଛି । ଏଠି ଗୋଟିଏ ଦିନରେ ୫ […]

Continue Reading