ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର

ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର

#ଦଣ୍ଡୁଆ_ମାନଙ୍କୁ_ତାଗିଦ୍_କଲେ_ତହସିଲଦାର      ଗଞ୍ଜାମ : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ଯ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିସ୍ଥଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ ର ନୂଆଗାଁ ସ୍ଥିତ ମା ଦଣ୍ଡକାଳି ଙ୍କ କିଛି ଭକ୍ତ ମା ଙ୍କ ପୂଜାର୍ଚ୍ଚନା ନିମେନ୍ତ ନିକଟସ୍ଥ ପୋଖରି କୁ ଆସି ପୂଜାର୍ଚ୍ଚନା କରୁଥିବା ସମୟରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ସମେତ କୋଦଳା ଥାନା ର […]

Continue Reading