ବାତ୍ୟାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି

ବାତ୍ୟାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି

 #ତୁରନ୍ତ_କ୍ଷୟକ୍ଷତିର_ଆକଳନ_କରି_ଚାଷୀଙ୍କୁ_କ୍ଷତିପୂରଣ_ଦେବାକୁ_ଦାବି          ଭୁବନେଶ୍ୱର : ବାତ୍ୟାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛି ସମାଜବାଦା ପାର୍ଟି । ପାର୍ଟି ପକ୍ଷରୁ କୁହା ଯାଇଛି ଯେ ବାତ୍ୟା ‘ଅମ୍ଫାନ’ ଯୋଗୁଁ ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାର ଚାଷୀମାନେ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ପାଚିଲା ଧାନ ବିଲରେ ଶୋଇପଡ଼ିଛି, କଟାହୋଇ ଖଳାରେ ଗଦା ହୋଇଥିବା ଧାନ ନଷ୍ଟ ହୋଇଯାଇଛି, କେତେକ ଯାଗାରେ ଆଖୁ ବିଲରେ ନଷ୍ଟ ହୋଇଛି । ହଜାର ହଜାର ଏକର ପନିପରିବା […]

Continue Reading