ତାଗିଦ୍ ପରେ ଅଳ୍ପ ବକେୟା ପୈଠ କଲେ ଟେଲିକମ କମ୍ପାନୀ

#ତାଗିଦ୍_ପରେ_ଅଳ୍ପ_ବକେୟା_ପୈଠ_କଲେ_ଟେଲିକମ_କମ୍ପାନୀ  ନୂଆଦିଲ୍ଲୀ :  ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ବକେୟା ବାବଦ ୧.୪୭ ଲକ୍ଷ କୋଟି ଟଙ୍କାରୁ ଶୁକ୍ରବାର ମଧ୍ୟରାତ୍ର ସୁଦ୍ଧା ୯୨ ହଜାର କୋଟି ଟଙ୍କା ପୈଠ ଲାଗି ଟେଲି କମ୍ କମ୍ପାନୀମାନଙ୍କୁ ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ (ଡିଓଟି) ନିର୍ଦ୍ଦେଶ ଦେଇଥିଲେ। ତେବେ କମ୍ପାନୀମାନେ ସୋମବାର ବକେୟାର ଆଂଶିକ ପୈଠ କରିଥିବା ବେଳେ ତାହା ବି ଡଟ୍‌ଙ୍କ ନିର୍ଦ୍ଦେଶ ମୁତାବକ ହୋଇନଥିବା ଜଣାପଡିଛି। ତେବେ ଏଥିରେ ସୋମବାର ଗୋଟିଏ ଦିନରେ ୧୪ ହଜାର ୬୯୦ କୋଟି […]

Continue Reading