ଡାକଘର ସହାୟତା ପାଣ୍ଠି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ଡାକଘର ସହାୟତା ପାଣ୍ଠି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

#ଡାକଘର_ସହାୟତା_ପାଣ୍ଠି_ତରଫରୁ_ଶୁଖିଲା_ଖାଦ୍ୟ_ବଣ୍ଟନ        କେନ୍ଦ୍ରାପଡା    :  କରୋନା କଟକଣାରେ ଅସୁବିଧାରେ ଥିବା ଗରିବ , ଅସହାୟ, ବୃଦ୍ଧ , ବୃଦ୍ଧା ଙ୍କୁ ସହାୟତାର ହାତ ବଢାଇଛି ପୋଷ୍ଟାଲ ୱେଲଫେୟାରକମିଟି । କେନ୍ଦ୍ରାପଡା ମୁଖ୍ୟ ଡାକଘର କର୍ମଚାରୀଙ୍କ ପୋଷ୍ଟାଲ ୱେଲଫେୟାର କମିଟି ପକ୍ଷରୁ ଶୁଖିଲା ଖାଦ୍ୟ ଓ ସାନିଟାଇଜର ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବ୍ଲକ ଅଧିନ କୋର ପଂଚାୟତର କୋର ଗ୍ରାମରେ କମିଟି ପକ୍ଷରୁ ହାତ ଧୋଇବା ସାବୁନ, ଅଟା, ବିସ୍କୁଟ୍, କେକ୍, ପାଇଁରୁଟି ପ୍ରଭୃତି […]

Continue Reading