ଟ୍ରମ୍ପଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ହନୁମାଙ୍କଡ଼

ଟ୍ରମ୍ପଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ହନୁମାଙ୍କଡ଼

#ଟ୍ରମ୍ପଙ୍କ_ସୁରକ୍ଷା_ପାଇଁ_ନିୟୋଜିତ_ହେବେ_ହନୁମାଙ୍କଡ଼  ନୂଆଦିଲ୍ଲୀ: ଆସନ୍ତା ୨୪ରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଟ୍ରମ୍ପଙ୍କ ସୁରକ୍ଷା ଉପରେ ଜୋର ଦିଆଯାଇଛି । ପ୍ରାୟ ୧୦ କମ୍ପାନୀ ସିଆରପିଏଫ ଯବାନଙ୍କ ସହ ଏଟିଏସ ଓ ଏନଏସଜି କମାଣ୍ଡୋ ମଧ୍ୟ ମୁତୟନ ହେବେ | ସେହିପରି ଆମେରିକା କମାଣ୍ଡୋମାନେ ମଧ୍ୟ ଗୁପ୍ତ ଭାବେ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ | ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ୱ କେବଳ […]

Continue Reading