ଜୁନ୍ ୧ରୁ ସ୍ବଭାବିକ ହେବ ରେଳ ଚଳାଚଳ

ଜୁନ୍ ୧ରୁ ସ୍ବଭାବିକ ହେବ ରେଳ ଚଳାଚଳ

#ଜୁନ୍_୧ରୁ_ସ୍ବଭାବିକ_ହେବ_ରେଳ_ଚଳାଚଳ       ନୂଆଦିଲ୍ଲୀ: ଦେଶରେ ସ୍ବଭାବିକ ହେବ ରେଳ ଚଳାଚଳ । ଲକଡାଉନ ପାଇଁ ବନ୍ଦ ରହିଥିବା ରେଳ ଚଳାଚଳ ଜୁନ ୧ ତାରିଖ ଠାରୁ ଆରମ୍ଭ ହେବ । ଭାରତୀୟ ରେଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଲକଡାଉନ୍ ୪ ଶେଷ ହେବା ପରେ ଅର୍ଥାତ ଜୁନ ୧ ତାରିଖରେ  ପ୍ରଥମ ପର୍ଯ୍ୟାୟରେ  ୨୦୦ଟି ସାଧାରଣ ରେଳ ଚାଲିବ।ବର୍ତ୍ତମାନ ପରିପ୍ରେକ୍ଷୀରେ କେବଳ ଅଣ-ଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଚାଲିବ ଓ ଏହାର ଟିକେଟ୍ ଅନଲାଇନରେ ହିଁ ମିଳିପାରିବ ବୋଲି […]

Continue Reading