ଜିଲ୍ଲା ପରିଷଦ ନବମ ସ୍ୱତନ୍ତ୍ର ସାଧାରଣ ବୈଠକ ଅନୁଷ୍ଠିତ

ଜିଲ୍ଲା ପରିଷଦ ନବମ ସ୍ୱତନ୍ତ୍ର ସାଧାରଣ ବୈଠକ ଅନୁଷ୍ଠିତ

#ଜିଲ୍ଲା_ପରିଷଦ_ନବମ_ସ୍ୱତନ୍ତ୍ର_ସାଧାରଣ_ବୈଠକ_ଅନୁଷ୍ଠିତ  ଯାଜପୁର: (ବିଶ୍ବଜିତ ରଣା) କୃଷି ଭାରତର ଆତ୍ମା ସଦୃଶ । ସେ ଯୋଗୁଁ ଗାନ୍ଧିଜୀ କହୁଥିଲେ ଗ୍ରାମ୍ୟ କୃଷି ସୁଦୃଢ ହେଲେ ଦେଶର ଅର୍ଥନୀତି ମଜବୁତ ହୋଇପାରିବ । ରାଜ୍ୟ ସରକାର ମଧ୍ୟ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆମ କୃଷି ଯୋଜନା ପ୍ରଣୟନ କରିଚ୍ଥନ୍ତି ବୋଲି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମତ ଦେଇଚ୍ଥନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ୱ ରୋଜଗାରୀ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୫ମ ଜିଲ୍ଲାପରିଷଦର ନବମ […]

Continue Reading