ଯାଜପୁରରେ ଜିଲ୍ଲାସ୍ତରୀୟ ପଂଚାୟତ ରାଜ ଦିବସ ପାଳିତ

ଯାଜପୁରରେ ଜିଲ୍ଲାସ୍ତରୀୟ ପଂଚାୟତ ରାଜ ଦିବସ ପାଳିତ

#ଜିଲ୍ଲାସ୍ତରୀୟ_ପଞ୍ଚାୟତରାଜ_ଦିବସ_ପାଳିତ     ଯାଜପୁର (ବିଶ୍ବଜିତ ରଣା) ଯାଜପୁର ଜିଲାସ୍ତରୀୟ ପଂଚାୟତରାଜ ଦିବସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ପଂଚାୟତରାଜ, ପାନୀୟଜଳ ବିଭାଗ, ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ଅନୁଷ୍ଠିତ ସମାରୋହକୁ ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ଉଦ୍ଘାଟନ କରିବା ସହିତ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ […]

Continue Reading