ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଗସ୍ତ

ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଗସ୍ତ

#ଜିଲ୍ଲାପାଳଙ୍କ_ଜିଲ୍ଲା_ମୁଖ୍ୟଚିକିତ୍ସାଳୟ_ଗସ୍ତ                ଯାଜପୁର  : (ବିଶ୍ବଜିତ ରଣା)    ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପରିଦର୍ଶନ କରିବା ସହ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ଡାକ୍ତର ଓ ଷ୍ଟାଫମାନେ ତୃଟିରେ ରହୁଛନ୍ତି ନା ନାହିଁ ଲୋକମାନଙ୍କୁ ଠିକ୍ରେ ସେବା ଯୋଗାଉଛନ୍ତି ନା ନାହିଁ ସେ ପଚାରି ବୁଝିଥିଲେ । ଡାକ୍ତରଖାନା ପରିସର ପରିଷ୍କାର ଓ ସୁରକ୍ଷା କର୍ମ·ରୀମାନେ ସେମାନଙ୍କର ତୃଟି ଠିକ୍ କରୁଥିବାରୁ ଶ୍ରୀ ଦାସ […]

Continue Reading