କର୍ମୀଙ୍କୁ ଆକ୍ରମଣ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଆଶାକର୍ମୀ ସଂଘ

କର୍ମୀଙ୍କୁ ଆକ୍ରମଣ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଆଶାକର୍ମୀ ସଂଘ

 #ଜିଲ୍ଲାପାଳଙ୍କୁ_ଭେଟିଲା_ଆଶାକର୍ମୀ_ସଂଘ        କେନ୍ଦ୍ରାପଡା    : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଶାକର୍ମୀ ମାନେ ବିଭିନ୍ନ ସଂଗରୋଧ ଶିବିର ରେ ନିଯୁକ୍ତ ଅଛନ୍ତି । ଏହି କର୍ମୀମାନେ ଗାଁ ଗାଁ ବୁଲି ନିଜ ଜୀବନକୁ ବିପିନ୍ନ କରି ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଥିବା ବେଳେ କେତେକ ଆଶାକର୍ମୀ ବିଭିନ୍ନ ସ୍ଥାନରେ ଜନ ସାଧାରଣଙ୍କର ଆକ୍ରମଣର ଶିକାର ହେଉଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହେବା ସହ ସଂଘ ତରଫରୁ ଜିଲ୍ଲାପାଳ ଙ୍କୁ ଭେଟି ଆକ୍ରମଣ କାରୀଙ୍କୁ ଗିରଫ […]

Continue Reading