ଜଣଙ୍କ ମୃତ୍ୟୁ ପରେ ଜୀବନ ପାଇବେ ୨ ଜଣ ରୋଗୀ,ପୁଣି ଜଣେ ବ୍ରେନ୍‌ ଡେଡ୍‌ ବ୍ୟକ୍ତିଙ୍କ କିଡନି ବଞ୍ଚିଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବା ପାଇଁ ଉଦ୍ୟମ

ଜଣଙ୍କ ମୃତ୍ୟୁ ପରେ ଜୀବନ ପାଇବେ ୨ ଜଣ ରୋଗୀ,ପୁଣି ଜଣେ ବ୍ରେନ୍‌ ଡେଡ୍‌ ବ୍ୟକ୍ତିଙ୍କ କିଡନି ବଞ୍ଚିଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବା ପାଇଁ ଉଦ୍ୟମ

#ଜଣଙ୍କ_ମୃତ୍ୟୁ_ପରେ_ଜୀବନ_ପାଇବେ_୨_ଜଣ_ରୋଗୀ  ଭୁବନେଶ୍ୱର:  ରାଜ୍ୟର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ମୃତ (ବ୍ରେନ୍‌ ଡେଡ୍‌) ଜଣେ ରୋଗୀଙ୍କ ଶରୀରରରୁ କିଡନି ବାହାର କରାଯିବା ପ୍ରକ୍ରିୟା ଚାଲିଛି। ସଂପୃକ୍ତ ମୃତ ବ୍ୟକ୍ତିଙ୍କ କିଡନି ବଞ୍ଚିଥିବା ୨ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ ବୋଲି ଜଣିବାକୁ ମିଳିଛି। ସୂଚନା ଅନୁସାରେ ସୁଚିତ୍ରା ଦାସ ନାମରେ ଜଣେ ରୋଗୀଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁଚିତ୍ରାଙ୍କୁ ହସ୍ପିଟାଲର ୫ମ ମହଲାସ୍ଥିତ ୫୫୦ ନମ୍ବର ଶଯ୍ୟାରେ ଚିକିତ୍ସା କାରାଯାଉଥିଲା। କିନ୍ତୁ […]

Continue Reading