ଚିନ୍ତା ବଢାଇଲେ ନିଜାମୁଦ୍ଦିନ୍ ଫେରନ୍ତା : ଯାଜପୁର ସହର ସମେତ ବ୍ରହ୍ମବରଦା,ବ୍ୟାସନଗର,ଚଣ୍ଡିଖୋଲ,ପାଣିକୋଇଲି ସଟ ଡାଉନ : ଜିଲ୍ଳାପାଳ

ଚିନ୍ତା ବଢାଇଲେ ନିଜାମୁଦ୍ଦିନ୍ ଫେରନ୍ତା : ଯାଜପୁର ସହର ସମେତ ବ୍ରହ୍ମବରଦା,ବ୍ୟାସନଗର,ଚଣ୍ଡିଖୋଲ,ପାଣିକୋଇଲି ସଟ ଡାଉନ

#ଚିନ୍ତା_ବଢାଇଲେ_ନିଜାମୁଦ୍ଦିନ୍_ଫେରନ୍ତା      ଯାଜପୁର    : ( ବିଶ୍ବଜିତ ରଣା )  ଚିନ୍ତା ବଢାଇଲେ ଯାଜପୁର ଜିଲ୍ଲା ବ୍ରହ୍ମବରଦାର ନିଜାମୁଦ୍ଦିନ୍ ଫେରନ୍ତା  । ବାରମ୍ବାର କଥା ବଦଳାଉଥିବାରୁ ଜିଲ୍ଲା ପ୍ରଶାସନ ଗୋଟିଏ ପରେ ଗୋଟିଏ  ଅଞ୍ଚଳକୁ ସଟ ଡାଇଉନ କରି ଚାଲିଛନ୍ତି ।  ପ୍ରଥମେ ଶନିବାର ସକାଳେ ରସୁଲପୁର ବ୍ଲକର ବ୍ରହ୍ମବରଦାକୁ ସିଲ୍ କରାଯାଇଥିଲା। କିନ୍ତୁ ଆକ୍ରାନ୍ତ ବ୍ୟକ୍ତି ବାରମ୍ବାର କଥା ବଦଳାଉଥିବାରୁ ଏବଂ ସେ ଗତ ୧୮ ତାରିଖରୁ ଦିଲ୍ଲୀ ଧର୍ମ ସଭାରେ ଯୋଗଦେଇ ଫେରିଥିବାରୁ ଅନେକ ଅଞ୍ଚଳକୁ […]

Continue Reading