ଚିକିଟିରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କରୋନା ଲଢ଼େଇ

ଚିକିଟିରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କରୋନା ଲଢ଼େଇ

#ଚିକିଟିରେ_ଯୁଦ୍ଧକାଳୀନ_ଭିତ୍ତିରେ_ଚାଲିଛି_କରୋନା_ଲଢ଼େଇ                      ବ୍ରହ୍ମପୁର  : କରୋନାରେ ବର୍ତ୍ତମାନ ସମଗ୍ର ରାଜ୍ୟରେ ଗଂଜାମ ଏକ ନମ୍ବର ସଂକ୍ରମିତ ଜିଲ୍ଲା ହୋଇଥିବା ବେଳେ ଚିକିଟି ନିର୍ବାଚନ ମଣ୍ଡଳୀର ଚିକିଟି ଓ ପାତ୍ରପୁର ବ୍ଲକ୍ ଦ୍ୱୟ ରାଜ୍ୟର ସୀମାନ୍ତ ଅଞ୍ଚଳ ହୋଇଥିବା ହେତୁ ଏଥି ପାଇଁ ସ୍ଥାନୀୟ ପ୍ରଶାସନକୁ ଅଧିକ ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରତ୍ୟେହ ଏହି ଅଞ୍ଚଳ ଦେଇ ରାଜ୍ୟ ମଧ୍ୟକୁ ଅନେକ ଶ୍ରମିକ ତଥା ବାହାର ରାଜ୍ୟର ଲୋକେ ପଶୁଛନ୍ତି । ଏମାନଙ୍କୁ ସଠିକ୍ ଭାବେ ପଞ୍ଜିକରଣ […]

Continue Reading