ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା

#ଗୁଣି_ଗାରେଡି_ସନ୍ଦେହରେ_ଜଣଙ୍କୁ_ହତ୍ୟା   ମାଲକାନଗିରି: ମାଲକାନଗିରି ଜିଲ୍ଲା ଚାଲାଣଗୁଡ଼ା ପଞ୍ଚାୟତର ନୂଆଗୁଡ଼ା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ପୁଣି ଜଣକୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଉରା ପଡ଼ିଆମୀ ବୋଲି ଜଣାପଡ଼ିଛି। ଆଜି ସକାଳେ ଉରା ପଡ଼ିଆମୀ ଘରେ ବସିଥିବା ବେଳେ ନୂଆଗୁଡା ଗ୍ରାମର ଦେବା କବାସୀ ହଠାତ ତାଙ୍କ ଘରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ କବାସୀ ସାଙ୍ଗରେ ଆଣିଥିବା ଧାରୁଆ ଟାଙ୍ଗିଆରେ ଉରାଙ୍କ ମୁଣ୍ଡକୁ ଏକ ପ୍ରହାର ଦେଇଥିଲେ। କବାସୀଙ୍କ ଟାଙ୍ଗିଆ ମାଡ଼ ଖାଇବା ପରେ […]

Continue Reading