ଗାଈ ପାଟିରେ ଫୁଟିଲା ବୋମା

ଗାଈ ପାଟିରେ ଫୁଟିଲା ବୋମା

#ଗାଈ_ପାଟିରେ_ଫୁଟିଲା_ବୋମା   ବ୍ରହ୍ମପୁର : ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଈ ପାଟିରେ ଫୁଟିଛି ବୋମା। ହରଡ଼ାଖଣ୍ଡି ଛକରେ ଥିବା ଏକ ଅଳିଆ ଗଦାରେ ଏକ ଅଫୁଟା ବୋମା ପଡିଥିଲା । ଏହି ସମୟରେ ଏକ ଗାଈ ଅଳିଆ ଖାଇବା ବେଳେ ଉକ୍ତ ବୋମାଟିକୁ ଖାଇଦେବାରୁ ଗାଈର ପାଟିରେ ବୋମାଟି ବିସ୍ଫୋରଣ ହୋଇଯାଇଥିଲା। ଫଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ।   ଫଳରେ ଗାଈଟି ରକ୍ତାତ ହୋଇଯାଇଥିଲା। ଉକ୍ତ ସମୟରେ ସେହି ବାଟ ଦେଇ ଯାଉଥିବା […]

Continue Reading