ଲକଡାଉନରେ ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ରାୟଗଡାର ମୁସଲିମ ସ୍ବେଚ୍ଛାସେବୀ

ଲକଡାଉନରେ ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ରାୟଗଡାର ମୁସଲିମ ସ୍ବେଚ୍ଛାସେବୀ

#ଗରିବ_ଲୋକଙ୍କୁ_ଖାଇବାକୁ_ଦେଉଛନ୍ତି_ରାୟଗଡାର_ମୁସଲିମ_ସ୍ବେଚ୍ଛାସେବୀ        ରାୟଗଡା  : ( ଗୁରୁ ପ୍ରସାଦ  ସାହୁ ) ଗୋଟିଏ ପଟେ ଭୟାନକ ଜୀବାଣୁ କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରି ସାରା ପୃଥିବୀ ପୃଷ୍ଟରେ ହଜାର ହଜାରଙ୍କ  ଜୀବନ କୁ ଆତ୍ମସାତ କରିବାରେ ଲାଗିଛି। ଏହି ଭୟାନକ ଜୀବାଣୁ କୁ ନିୟନ୍ତ୍ରଣ କରିବା ବା ନିପାତ କରିବାରେ ସାରା ପୃଥୁବୀ ର ବଡ ବଡ ବୈଜ୍ଞାନିକ ହାର ମାନି ଯାଇଛନ୍ତି।     ଘରେ ରହିବା ସହ ସଫା ସୁତରା ରହିବା ଦ୍ୱାରା ଏହି […]

Continue Reading