ସଂକଟ ସମୟରେ ଗରିବ ଓ ଦୁଃଖୀଙ୍କୁ ଖାଦ୍ୟ ଯୋଗାଇବାକୁ ଦେଶବାସୀଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

#ଗରିବ_ଓ_ଦୁଃଖୀଙ୍କୁ_ଖାଦ୍ୟ_ଯୋଗାଇବାକୁ_ନିବେଦନ_କଲେ_ପ୍ରଧାନମନ୍ତ୍ରୀ          ନୂଆଦିଲ୍ଲୀ  : କରୋନା ସଂକଟ ସମୟରେ ରଗରୀବ ଓ ଦୁଃଖୀଙ୍କୁ ଖାଦ୍ୟ ଯୋଗାଇବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ ମନ କି ବାତ କାର୍ଯ୍ୟକ୍ରମରେ ଏହି ଆହ୍ୱୂାନ କରିଛନ୍ତି । ସେ କହିଛନ୍ତି ଯେ କରୋନା ବିରୁଦ୍ଧରେ ଏଇ ଯୁଦ୍ଧ ଅଭୁତପୂର୍ବ ଏବଂ ଆହ୍ୱାନଭରା ମଧ୍ୟ । ଏଥିପାଇଁ ଏହି ସମୟରେ ଯେଉଁ ନିଷ୍ପତି ନିଆଯାଇଛି ତାହା ଦୁନିଆର ଇତିହାସରେ କେବେ ଦେଖାଯାଇନଥିଲା ବା ଶୁଣାଯାଇନଥିଲା – […]

Continue Reading