ଗଭୀର ସମୁଦ୍ରରେ ଘୁରିବୁଲୁଛି ଏମଏସ୍‌ ୱେଷ୍ଟର୍ଣ୍ଣଡ୍ୟାମ, କୌଣସି ଦେଶ ଆଶ୍ରୟ ଦେଉନାହାନ୍ତି

#ଗଭୀର _ସମୁଦ୍ରରେ_ ଘୁରିବୁଲୁଛି_ ଏମଏସ୍‌_ ୱେଷ୍ଟର୍ଣ୍ଣଡ୍ୟାମ_କୌଣସି_ ଦେଶ_ ଆଶ୍ରୟ _ଦେଉନାହାନ୍ତି  ହାନୋଇ : ଜାପାନ ଉପକୂଳରେ ଅଟକିରହିଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନ୍ସେସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବାବେଳେ ଆଉ ଏକ କ୍ରୁଜ ଜାହାଜ ସାମନାକୁ ଆସିଛି । ଏହା ଜାହାଜର ନାଁ ହେଉଛି ଏମଏସ ୱେଷ୍ଟର୍ଣ୍ଣଡ୍ୟାମ । ଏଥିରେ ପ୍ରାୟ ୧୪୫୫ ଜଣ ଯାତ୍ରୀ ଓ ୮୦୨ ଜଣ କର୍ମଚାରୀ ରହିଛନ୍ତି । କରୋନା ଭାଇରସ ଭୟରେ ଏହି ଜାହାଜକୁ କୌଣସି ଦେଶ ନିଜ […]

Continue Reading