ଖଣିରୁ ମିଳିବ ବାର୍ଷିକ ୨୦ହଜାର କୋଟି ଟଙ୍କାର ରାଜସ୍ବ

ଖଣିରୁ ମିଳିବ ବାର୍ଷିକ ୨୦ହଜାର କୋଟି ଟଙ୍କାର ରାଜସ୍ବ

#ଖଣିରୁ_ମିଳିବ_ବାର୍ଷିକ_୨୦_ହଜାର_କୋଟି_ଟଙ୍କାର_ରାଜସ୍ବ  ଭୁବନେଶ୍ବର : ଖଣିଜ ସମ୍ପଦ ଭରପୂର ଥିଲେ ବି ଓଡ଼ିଶା ଏଥିରୁ ଆଖିଦୃଶିଆ ରାଜସ୍ୱ ପାଇପାରୁ ନଥିଲା । କିନ୍ତୁ ଏବେ ଖଣିରୁ ବାର୍ଷିକ ୨୦,୦୦୦ କୋଟି ଟଙ୍କାର ରାଜସ୍ୱ ହାସଲ କରିପାରିବ ରାଜ୍ୟ । କେନ୍ଦ୍ର ସରକାରଙ୍କ ନୂଆ ଖଣି ଓ ଖଣିଜ ବିକାଶ ନିୟାମକ ଆଇନ (ଏମ୍‌ଏମ୍‌ଡିଆର) ଯୋଗୁ ଓଡ଼ିଶା ପାଇଁ ଏହି ସୁଯୋଗ ସୃଷ୍ଟି ହୋଇଛି । କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏହା କହିଛନ୍ତି । […]

Continue Reading