କ୍ୱାରେନଟାଇନ୍ ଗୁଡିକୁ ଅନୁଧ୍ୟାନ କଲେ ପ୍ରକଳ୍ପ ନିର୍ଦ୍ଦେଶକ

କ୍ୱାରେନଟାଇନ୍ ଗୁଡିକୁ ଅନୁଧ୍ୟାନ କଲେ ପ୍ରକଳ୍ପ ନିର୍ଦ୍ଦେଶକ

#କ୍ୱାରେଣ୍ଟାଇନ୍_ଗୁଡିକୁ_ଅନୁଧ୍ୟାନ_କଲେ_ପ୍ରକଳ୍ପ_ନିର୍ଦ୍ଦେଶକ           ଯାଜପୁର  :  ( ବିଶ୍ବଜିତ ରଣା )     ପ୍ରତି ପଞ୍ଚାୟତମାନଙ୍କରେ କ୍ୱାରେନଟାଇନ୍ ହୋମ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ୧୦ଟି ବ୍ଲକ୍ର ୩୧୧ଟି ପଞ୍ଚାୟତରେ ଏହି ଗୃହଗୁଡିକର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ମଙ୍ଗଳବାର ଦିନ ଯାଜପୁର ବ୍ଲକ୍ର ପଣସା ପଞ୍ଚାୟତର ଭଗବାନନ୍ଦ ହାଇସ୍କୁଲ ଠାରେ ପହଞ୍ôଚ କ୍ୱାରେନଟାଇନ୍ ତଥା ଆଇସୋଲେସନ୍ କେନ୍ଦ୍ରକୁ ଅନୁଧ୍ୟାନ କରିଥିଲେ […]

Continue Reading