କୋଭିଡ-୧୯କୁ ରୋକିବାରେ ଆୟୁଷ ଚିକିତ୍ସକ ବଳିଷ୍ଠ ଭୂମିକା ତୁଲାଇପାରିବେ – ପ୍ରଧାନମନ୍ତ୍ରୀ

#କୋଭିଡ_୧୯କୁ_ରୋକିବାରେ_ଆୟୁଷ_ଚିକିତ୍ସକ_ବଳିଷ୍ଠ_ଭୂମିକା_ତୁଲାଇପାରିବେ        ନୂଆଦିଲ୍ଲୀ   :   ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୁଷ ଚିକିତ୍ସକଙ୍କ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶକୁ ସୁସ୍ଥ ରଖିବାରେ ଆୟୁଷର ଏକ ସୁଦୀର୍ଘ ପରମ୍ପରା ରହିଛି । କୋଭିଡ-୧୯କୁ ପ୍ରତିହତ କରିବା ଦିଗରେ ଆୟୁଷ କ୍ଷେତ୍ର ବହୁମୂଖୀ ଭୂମିକା ତୁଲାଇପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆୟୁଷ ଚିକିତ୍ସାର ପରିସର ସମଗ୍ର ଦେଶର କୋଣ ଅନୁକୋଣରେ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର […]

Continue Reading